ଭିଜିଲାନ୍ସ ଜାଲରେ ABO

ଭୁବନେଶ୍ୱର, ୨୩/୮: ଭିଜିଲାନ୍ସ ଜାଲରେ ବଲାଙ୍ଗିରର ମୋରିବାଲ ବ୍ଲକ ABO ଦେବରାଜ ଦାସ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି। ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି। ବିଭାଗୀୟ ପ୍ରାଶାସନିକ କାର୍ଯ୍ୟ ପାଇଁ ସହକାରୀ ଶିକ୍ଷକଙ୍କଠାରୁ ଲାଞ୍ଚ ନେଉଥିଲେ।