ଭୁବନେଶ୍ୱର, ୨୨/୮: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୮୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୯୬ ଓ ସ୍ଥାନୀୟ ଅଞ୍ଚଳରୁ ୩୫୭ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୦,୯୩୭ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୮୪,୨୨୪ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୯,୩୦୨ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 21st August
New Positive Cases: 853
Of which 0-18 years: 100
In quarantine: 496
Local contacts: 357(Details of local contacts will be shared by concerned Dist Administration)
District Wise Cases:
1. Angul: 29
2. Balasore: 46
3. Bargarh: 12— I & PR Department, Odisha (@IPR_Odisha) August 22, 2021
20. Malkangiri: 1
21. Mayurbhanj: 21
22. Nayagarh: 22
23. Puri: 35
24. Rayagada: 4
25. Sambalpur: 19
26. Sonepur: 1
27. Sundargarh: 12
28. State Pool: 59New recoveries: 979
Cumulative tested: 17483706
Positive: 1000937
Recovered: 984224
Active cases: 9302— I & PR Department, Odisha (@IPR_Odisha) August 22, 2021