ଭୁବନେଶ୍ୱର, ୧୪/୮: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୧୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୫୭ ଓ ସ୍ଥାନୀୟ ଅଞ୍ଚଳରୁ ୪୭୫ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୩,୫୦୭ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୭୫,୯୯୯ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୦,୬୩୨ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 13th August
New Positive Cases: 1132
In quarantine: 657
Local contacts: 475(Details of local contacts will be shared by concerned Dist Administration)
District Wise Cases:
1. Angul: 25
2. Balasore: 70
3. Bargarh: 10
4. Bhadrak: 14
5. Balangir: 7— I & PR Department, Odisha (@IPR_Odisha) August 14, 2021
22. Mayurbhanj: 40
23. Nawarangpur: 1
24. Nayagarh: 31
25. Puri: 22
26. Rayagada: 7
27. Sambalpur: 15
28. Sonepur: 1
29. Sundargarh: 23
30. State Pool: 94New recoveries: 1243
Cumulative tested: 16957359
Positive: 993507
Recovered: 975999
Active cases: 10632— I & PR Department, Odisha (@IPR_Odisha) August 14, 2021