ଭୁବନେଶ୍ୱର, ୧୩/୮: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୧୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୯୫ ଓ ସ୍ଥାନୀୟ ଅଞ୍ଚଳରୁ ୪୯୮ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୨,୩୭୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୭୪,୭୫୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୦,୮୦୯ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 12th August
New Positive Cases: 1193
In quarantine: 695
Local contacts: 498(Details of local contacts will be shared by concerned Dist Administration)
District Wise Cases:
1. Angul: 49
2. Balasore: 69
3. Bargarh: 10
4. Bhadrak: 15
5. Balangir: 9— I & PR Department, Odisha (@IPR_Odisha) August 13, 2021
22. Nawarangpur: 2
23. Nayagarh: 39
24. Nuapada: 2
25. Puri: 34
26. Rayagada: 9
27. Sambalpur: 11
28. Sundargarh: 10
29. State Pool: 96New recoveries: 1177
Cumulative tested: 16888487
Positive: 992375
Recovered: 974756
Active cases: 10809— I & PR Department, Odisha (@IPR_Odisha) August 13, 2021