ଭୁବନେଶ୍ୱର, ୧୨/୮: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୧୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୪୬ ଓ ସ୍ଥାନୀୟ ଅଞ୍ଚଳରୁ ୪୬୧ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୧,୧୮୨ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୭୩,୫୭୯ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୦,୮୫୩ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 11th August
New Positive Cases: 1107
In quarantine: 646
Local contacts: 461(Details of local contacts will be shared by concerned Dist Administration)
District Wise Cases:
1. Angul: 24
2. Balasore: 66
3. Bargarh: 5
4. Bhadrak: 36
5. Balangir: 3— I & PR Department, Odisha (@IPR_Odisha) August 12, 2021
22. Nawarangpur: 1
23. Nayagarh: 29
24. Nuapada: 1
25. Puri: 28
26. Rayagada: 5
27. Sambalpur: 20
28. Sonepur: 4
29. Sundargarh: 17
30. State Pool: 82New recoveries: 869
Cumulative tested: 16817290
Positive: 991182
Recovered: 973579
Active cases: 10853— I & PR Department, Odisha (@IPR_Odisha) August 12, 2021