ଭୁବନେଶ୍ୱର, ୧୧/୮: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୨୬ ଓ ସ୍ଥାନୀୟ ଅଞ୍ଚଳରୁ ୪୫୨ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୦,୦୭୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୭୨,୭୧୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୦,୬୮୨ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 10th August
New Positive Cases: 1078
In quarantine: 626
Local contacts: 452(Details of local contacts will be shared by concerned Dist Administration)
District Wise Cases:
1. Angul: 26
2. Balasore: 45
3. Bargarh: 6
4. Bhadrak: 25
5. Balangir: 4— I & PR Department, Odisha (@IPR_Odisha) August 11, 2021
22. Nawarangpur: 1
23. Nayagarh: 26
24. Nuapada: 5
25. Puri: 48
26. Rayagada: 4
27. Sambalpur: 12
28. Sonepur: 5
29. Sundargarh: 6
30. State Pool: 83New recoveries: 1319
Cumulative tested: 16752488
Positive: 990075
Recovered: 972710
Active cases: 10682— I & PR Department, Odisha (@IPR_Odisha) August 11, 2021