ଭୁବନେଶ୍ୱର, ୯/୮: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୮୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୫୧୨ ଓ ସ୍ଥାନୀୟ ଅଞ୍ଚଳରୁ ୩୭୪ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୮୭,୯୫୬ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୬୯,୯୧୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୧,୪୮୬ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 8th August
New Positive Cases: 886
In quarantine: 512
Local contacts: 374(Details of local contacts will be shared by concerned Dist Administration)
District Wise Cases:
1. Angul: 32
2. Balasore: 62
3. Bargarh: 8
4. Bhadrak: 31
5. Boudh: 2— I & PR Department, Odisha (@IPR_Odisha) August 9, 2021
22. Nawarangpur: 4
23. Nayagarh: 25
24. Puri: 53
25. Rayagada: 5
26. Sambalpur: 15
27. Sonepur: 2
28. Sundargarh: 12
29. State Pool: 51New recoveries: 1463
Cumulative tested: 16626905
Positive: 987956
Recovered: 969916
Active cases: 11486— I & PR Department, Odisha (@IPR_Odisha) August 9, 2021