ସ୍ୱାଧୀନତା ଦିବସ ପାଳନ ନେଇ ଆସିଲା ଗାଇଡଲାଇନ

ଭୁବନେଶ୍ୱର, ୭/୮: ରାଜ୍ୟରେ କରୋନା ଗ୍ରାଫ ନିମ୍ନମୁଖା ଥିଲେ ମଧ୍ୟ ବିିପଦ ଟଳିନି। ତେଣୁ କରୋନା କାଳରେ ସ୍ୱାଧୀନତା ଦିବସ ପାଳନ ନେଇ ଗାଇଡଲାଇନ ଆସିଛି । ସ୍ୱାଧୀନତା ଦିବସ ନେଇ କଟକ, ଭୁବନେଶ୍ୱର ଓ ପୁରୀରେ  ସପ୍ତାହାନ୍ତ ସଟଡାଉନ କୋହଳ ହେବ। ସ୍ୱାଧୀନତା ଦିବସ ପାଳନ ପାଇଁ ରବିବାର ଦିନ କଟକଣା କୋହଳ ହେବ । ଏହାସହ କୋଭିଡ ଗାଇଡଲାଇନ ଭିତରେ ପତାକା ଉତ୍ତୋଳନ ହେବ ।