ଭାରତରେ ଆଉ ଏକ ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ, ୭/୮: ଭାରତରେ କରୋନା ଚେନ ଭାଙ୍ଗିବା ପାଇଁ ମିଳିଲା ଆଉ ଏକ ଅସ୍ତ୍ର।ଭାରତରେ ଆଉ ଏକ ଟିକାକୁ ଅନୁମତି ମିଳିଛି। ଜରୁରୀ ବ୍ୟବହାର ପାଇଁ ଜନ୍‌ସନ୍‌ ଆଣ୍ଡ୍ ଜନ୍‌ସନ୍‌ର ସିଙ୍ଗଲ ଡୋଜ୍‌ ଟିକାକୁ ମିଳିଲା ଅନୁମତି ମିଳିଛି। ଏନେଇ  ଟ୍ବିଟ୍‌ କରି ସୂଚନା ଦେଇଛନ୍ତିି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡଭିୟ।