ଅଲିମ୍ପିକ୍ସ କୁସ୍ତିରେ ରୌପ୍ୟ ପଦକ ଜିତିଲେ ରବି ଦହିୟା

ନୂଆଦିଲ୍ଲୀ, ୫/୮: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ରୌପ୍ୟ।  ଅଲିମ୍ପିକ୍ସ ରେ ୫୭କେଜି ବର୍ଗ ପୁରୁଷ କୁସ୍ତିରେ ଭାରତର ରବି ଦାହିୟାଙ୍କୁ ରୌପ୍ୟ ପଦକ ମିଳିଛି। କିନ୍ତୁ ଫାଇନାଲରେ ରୁଷିଆ ଅଲିମ୍ପିକ୍ସ କମିଟିର ଜାଭୁର ଉଗେଭେଙ୍କ ଠାରୁ  ୭-୪ ପଏଣ୍ଟରେ ହାରିଛନ୍ତି ରବି।