ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ

ଟୋକିଓ, ୧/୮: ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ପୁରୁଷ ହକି ଦଳ । କ୍ବାର୍ଟର ଫାଇନାଲରେ ବ୍ରିଟେନ୍‌କୁ ୩-୧ ଗୋଲରେ ହରାଇ ଭାରତ ସେମିଫାଇନାଲ୍ ରେ ପହଂଚିଛି। ସୂଚନା ଯୋଗ୍ୟ ଯେ  ୪୧ ବର୍ଷ ପରେ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି ଭାରତ ।

ଅନ୍ୟପଟେ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଛନ୍ତି ଭାରତୀୟ ସଟଲର ପିଭି ସିନ୍ଧୁ । ଚୀନ୍ ଖେଳାଳିଙ୍କୁ ହରାଇ ଦ୍ୱିତୀୟ ଥର ଅଲିମ୍ପିକ୍ସ ମେଡାଲ ଜିତିଛନ୍ତି।