ଟୋକିଓ ଅଲିମ୍ପିକ୍ସ: ବକ୍ସିଂରେ ନିରାଶ କଲେ ସତୀଶ କୁମାର

ଟୋକିଓ,୧/୮ : ଟୋକିଓ ଅଲିମ୍ପିକ୍ସରେ ପୁରୁଷ ବକ୍ସିଂରେ ନିରାଶ କରିଛନ୍ତି ସତୀଶ କୁମାର । କ୍ୱାର୍ଟର ଫାଇନାଲରେ ଓ୍ୱାର୍ଲଡ ଚାମ୍ପିଅନ୍ ଉଜବେକିସ୍ତାନ କୁସ୍ତିଯୋଦ୍ଧା ବଖୋଦିର ଜାଲୋଲେଭଙ୍କଠାରୁ ସେ ପରାସ୍ତା ହୋଇଛନ୍ତି । ଅନ୍ୟପଟେ ୫-୦ରେ ଜିତି ଫାଇନାଲକୁ ଯାଇଛନ୍ତି ଲୋଲେଭ । କଡ଼ା ମୁକାବିଲା କରିଥିଲେ ମଧ୍ୟ ସେ ଜିତି ପାରିଲେ ନାହିଁ ।ପୁରୁଷ ବକ୍ସିଂରେ ମୋଟ୍ ୫ ଜଣ ଅଂଶଗ୍ରହଣ କରିଥିଲେ ।