ଭୁବନେଶ୍ୱର, ୧/୮: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୪୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୮୩୨ ଓ ସ୍ଥାନୀୟ ଅଞ୍ଚଳରୁ ୬୦୫ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୭୮,୭୦୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୫୬,୮୨୮ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୫,୮୫୮ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 31st July
New Positive Cases: 1437
In quarantine: 832
Local contacts: 605(Details of local contacts will be shared by concerned Dist Administration)
District Wise Cases:
1. Angul: 47
2. Balasore: 64
3. Bargarh: 8
4. Bhadrak: 47
5. Balangir: 4— I & PR Department, Odisha (@IPR_Odisha) August 1, 2021
22. Mayurbhanj: 40
23. Nawarangpur: 2
24. Nayagarh: 36
25. Puri: 146
26. Rayagada: 11
27. Sambalpur: 16
28. Sonepur: 13
29. Sundargarh: 29
30. State Pool: 82New recoveries: 1899
Cumulative tested: 16097412
Positive: 978705
Recovered: 956828
Active cases: 15858— I & PR Department, Odisha (@IPR_Odisha) August 1, 2021