କିପରି କଟିବ ଆଜି ଆପଣଙ୍କ ଦିନ: ୩୦/୦୭/୨୦୨୧

ମେଷ:ଆଜି ଆପଣଙ୍କୁ ସାଙ୍ଗମାନଙ୍କ ସାହାଯ୍ୟ ମିଳିବ।ଆପଣ ନିଜର ସଂଗତ ଠିକ ରଖନ୍ତୁ। ନିଜ ଜୀବନସାଥୀଙ୍କୁ ବି-ର-କ୍ତ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ଆପଣ ଭଲ ଖବର ପାଇବେ। ଅପରିଚିତ ବ୍ୟକ୍ତିଙ୍କ ପ୍ରତି ସାବଧାନ ରୁହନ୍ତୁ। ବ୍ୟବସାୟରେ ଅଗ୍ରଗତି ହେବ।

ବୃଷ:ଆଜିର ଦିନ ବ୍ୟସ୍ତତାରେ ବ୍ୟତୀତ ହେବ। ଆଜି କାହାର କାର୍ଯ୍ୟକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିବେ।ନିଜର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ସ୍ୱତେ ନିଜର ଜୀବନସାଥୀଙ୍କ ପାଇଁ ସମୟ ଦେବେ। ଆପଣ ଆଜି କାହାକୁ ସନ୍ଦେହ କରିପାରନ୍ତି। ସାଥୀମାନଙ୍କ ଉପରେ ନଜର ରଖନ୍ତୁ।

ମିଥୁନ:ଆଜି ଋଣ ରାଶି ଫେରସ୍ତ ମିଳିବାର ସମ୍ଭାବନା ଅଛି। ଆପଣ ନିଜର ଖର୍ଚ୍ଚକୁ ନିୟ-ନ୍ତ୍ରଣ କରିପାରିବେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସେମାନଙ୍କର ଆବଶ୍ୟକତାର ଯତ୍ନ ନିଅନ୍ତୁ।ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ କିଛି କ୍ଷତି ସହିବାକୁ ପଡିପାରେ। ନୂତନ ଚିନ୍ତାଧାରା ଆସିବ।

କର୍କଟ:ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।ଆପଣଙ୍କୁ ଧର୍ଯ୍ୟ ରଖିବାକୁ ପଡିବ।ନିଯୁକ୍ତ ବ୍ୟକ୍ତିମାନେ ପଦୋନ୍ନତିର ସୂଚନା ପାଇପାରନ୍ତି।ଚ୍ୟାଲେଞ୍ଜରେ ସମ୍ମୁଖୀନ ହୋଇପାରନ୍ତି।କୌଣସି ବିବାଦ ଭିତରକୁ ଯାଅନ୍ତୁ ନାହିଁ।

ସିଂହ:ଆଜି ଆପଣଙ୍କର ଦିନ ବହୁତ ଭଲ ରହିବ। ଧନଲାଭ ହେବ। ପୂର୍ବରୁ କରିଥିବା ବିନିଯୋଗରୁ ଭଲ ଲାଭ ହେବ।ବ୍ୟବସାୟ ସମ୍ବନ୍ଧରେ ଆପଣ ଏକ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ବିପଦ ସହିତ ଜଡିତ କାର୍ଯ୍ୟ କରିବା ସମୟରେ ସତର୍କ ରୁହନ୍ତୁ। କୌଣସି ଭ୍ରମଣରେ ଯାଇପାରନ୍ତି।ଦିନଚର୍ଯ୍ୟ ପ୍ରଭାବିତ ହେବ।

କନ୍ୟା:ଆଜିର ଦିନ ସକା-ରାତ୍ମ-କ ଭାବରେ ବ୍ୟତୀତ ହେବ। ପରିବାରର ପରିବେଶ ସୁ-ଖ-ଦ ରହିବ।ଆପଣ କୌଣସି ଜ୍ଞାନୀ ବ୍ୟକ୍ତିଙ୍କୁ ଭେଟି ପାରନ୍ତି। ନୂତନ ଯୋଜନା ପ୍ରସ୍ତୁତ ହେବ।ଆଜି ଆପଣ ଜୀବନସାଥୀଙ୍କୁ ଏକ ଆଶ୍ଚର୍ଯ୍ୟଜନକ ଉପହାର ଦେବେ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

ତୁଳା:ଆଜି ଆପଣ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।ଅବିବାହିତଙ୍କ ପାଇଁ ସମ୍ପର୍କ ସୂଚନା ମିଳିବ। ଘରର ସମସ୍ତ ଦାୟିତ୍ୱକୁ ନିର୍ବାହ କରିବେ। ଛାତ୍ରମାନଙ୍କୁ ପଢ଼ିବାକୁ ମନ ଲାଗିବ।ଆଜି ଆପଣ ନିଜର ସାମର୍ଥ୍ୟ ଅନୁଯାୟୀ ସଫଳତା ପାଇବେ। ଆପଣ ଆଜି ବହୁତ ସକ୍ରିୟ ରହିବେ।

ବିଛା:ଆଜି ଆପଣଙ୍କୁ କାହାର କାମ ସମାପ୍ତ ନକରିବାରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଭାଗ୍ୟ ଉପରେ ନି-ର୍ଭର କରି ରୁହନ୍ତୁ ନାହିଁ।ନିଜର ଦାୟିତ୍ୱ ପୂରଣ କରିବାକୁ ଚେଷ୍ଟା କରନ୍ତୁ। କୌଣସି ଭ୍ରମଣରେ ଯାଇପାରନ୍ତି। ପୁରୁଣା ସାଙ୍ଗମାନଙ୍କ ସହିତ ସାକ୍ଷାତ କରିବେ।

ଧନୁ:ଆଜି ଆପଣ କୌଣସି କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ଆପଣ ସମ୍ପର୍କୀୟଙ୍କଠାରୁ ଆବଶ୍ୟକ ସୂଚନା ପାଇବେ। ବ୍ୟବସାୟ କ୍ଷେତ୍ରରେ ନିରାଶାଜନକ ଫଳାଫଳ ମିଳିବ। ଆପଣ ସାଙ୍ଗମାନଙ୍କ ସହଯୋଗ ପାଇବେ ନାହିଁ। କାର୍ଯ୍ୟକ୍ଷେତ୍ରରେ ମଧ୍ୟ କ୍ଷତି ହୋଇପାରେ ।

ମକର:ଆଜି ସାବଧାନ ରୁହନ୍ତୁ।କିଛି ଅପ୍ରୀ-ତିକ-ର ଘ-ଟଣା ଘ-ଟିପାରେ। ଆଜି କୌଣସି କାମରେ ଆପଣଙ୍କର ଧନ ଖର୍ଚ୍ଚ ହେବ। ଆଜି ଆପଣ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ପ୍ରକ୍ରିୟାରେ ଆପଣ କିଛି ଭୁଲ କରିପାରନ୍ତି। ସମ୍ପର୍କୀୟଙ୍କୁ ସାକ୍ଷତ କରିବେ।

କୁମ୍ଭ:ଆଜି ଆପଣଙ୍କୁ ଭାଗ୍ୟର ପୁରା ସହଯୋଗ ମିଳିବ। ମନରେ ନକାରାତ୍ମକ ଚିନ୍ତା ଅଧିକ ରହିବ।ବ୍ୟବହାରରେ କିଛି ବିରକ୍ତିକର ରହିବ।କୁସଂଗତି ଠାରୁ ଦୂରରେ ରୁହନ୍ତୁ। ବିପଦରୁ ଦୂରେଇ ରୁହନ୍ତୁ। ଆପଣ ଜମି କିମ୍ବା ଘର କିଣି ପାରନ୍ତି। ବ୍ୟବସାୟ ସଂପର୍କରେ କୌଣସି ଯାତ୍ରାକୁ ଯିବେ।

ମୀନ:ଆଜି ଆପଣଙ୍କୁ ଭଲ ସଫଳତା ମିଳିବ।ନୂତନ ପ୍ରୋଜେକ୍ଟରେ କାମ ଆରମ୍ଭ କରିପାରନ୍ତି। ବୃଦ୍ଧମାନଙ୍କ ସେବା କରନ୍ତୁ। ନିଜ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖନ୍ତୁ।କଠିନ ପରିଶ୍ରମ ଜାରି ରଖନ୍ତୁ। ବିନିଯୋଗ ସମ୍ବନ୍ଧରେ ବିଶେଷଜ୍ଞଙ୍କଠାରୁ ପରାମର୍ଶ ନିଅନ୍ତୁ।