ଆସନ୍ତା ୩୧ରେ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ଫଳ

ଭୁବନେଶ୍ୱର, ୨୮/୭: ରାଜ୍ୟରେ କୋଭିଡ ସଂକ୍ରମଣ ଯୋଗୁ କୌଣସି ପରୀକ୍ଷା କିମ୍ବା ରେଜଲ୍ଟ ବାହାରି ପାରୁନଥିଲା। ଏହାରିମଧ୍ୟରେ ଆସନ୍ତା ୩୧ରେ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇବା ନେଇ ସୂଚନା ମିିଳିଛି। +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପରେ ପ୍ରକାଶ ପାଇବ । ସୂଚନାଯୋଗ୍ୟ ଯେ ଜୁଲାଇ ୩୧ ସୁଦ୍ଧା +୨ ପରୀକ୍ଷ ଫଳ ପ୍ରକାଶ ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦେଶ ଦେଇଥିଲେ ।