ଗ୍ୟାଙ୍ଗଷ୍ଟର ହାଇଦରକୁ ଏନ୍‌କାଉଣ୍ଟର

ଭୁବନେଶ୍ୱର, ୨୪/୭:  ଗ୍ୟାଙ୍ଗଷ୍ଟର ହାଇଦରକୁ ଏନ୍‌କାଉଣ୍ଟର  । ବାରିପଦା ଜେଲ୍ ନିଆଯାଉଥିବା ବେଳେ ବାରିପଦାର ସିିମୁୁଳିଆ ନିକଟରେ ଏନ୍‌କାଉଣ୍ଟର କରାଯାଇଥିବା ସୂଚନା ରହିଛି। ସେ ଖସି ପଳେଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଏନ୍‌କାଉଣ୍ଟର କରାଯାଇଛି । କିଛିଦିନ ତଳେ କଟକ SCB ମେଡିକାଲରୁ ଖସି ଯାଇଥିଲା ହାଇଦର । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେ ଚୌଦ୍ୱାର ଜେଲ୍ ରେ ରହୁଥିଲା।