ନ୍ୟୁ ଜେନେରେସନ୍‌ ଆକାଶ ମିସାଇଲର ଉତ୍‌କ୍ଷେପଣ

ଭୁବନେଶ୍ୱର, ୨୧/୭: ଆଜି ଆକାଶ ମିସାଇଲର ଉତ୍‌କ୍ଷେପଣ ହୋଇଛି। ଦିନ ୧୨ଟା ୪୫ ମିନିିିଟରେ ନ୍ୟୁ ଜେନେରେସନ୍‌ ଆକାଶ ମିସାଇଲର ଉତ୍‌କ୍ଷେପଣ କରାଯାଇଛି । ବାଲେଶ୍ବର ଚାନ୍ଦିପୁର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ମିସାଇଲକୁ ଉତ୍‌କ୍ଷେପଣ କରାଯାଇଛି। ନ୍ୟୁ ଜେନେରେସନ୍‌ ଆକାଶ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୭୦ କିମି ରହିଛି।