IFS ଅଫିସର ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ୱର,୨୦/୭: ୨୦୦୨ ବ୍ୟାଚ୍‌ର।IFS ଅଫିସର ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ନୂଆ ଦାୟିତ୍ବ ମିଳିଛି। ତାଞ୍ଜାନିଆରେ ଭାରତର ହାଇକମିସନର ଭାବେ ନିଯୁକ୍ତ ହୋଇଛନ୍ତି ଶ୍ରୀକାନ୍ତ । ଏବେ ରୁଷିଆରେ ଭାରତୀୟ ଦୂତାବାସର ଉପମୁଖ୍ୟ ଅଛନ୍ତି ଶ୍ରୀକାନ୍ତ ।  IFS ଅଫିସର ଶ୍ରୀକାନ୍ତଙ୍କ ଘର ଦେବଗଡ଼ରେ ।