ବିରଳ ରେକର୍ଡ କଲେ ପୁରୀ ଗଜପତି

ପୁରୀ,୨୦/୭: ଆଜି ମହାପ୍ରଭୁଙ୍କ ପବିତ୍ର ବହୁଡାଯାତ୍ରା। ଏହାରିମଧ୍ୟରେ ଚଳିତ ବର୍ଷ ରଥଯାତ୍ରାରେ ବିରଳ ରେକର୍ଡ କରିିିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ବର୍ଷକୁ ମିଶାଇ ଛେରା ପହଁରାରେ ୫୦ ବର୍ଷ ପୂରଣ କରିଛନ୍ତି ଗଜପତି। ୧୯୭୧ ମସିହାରୁ ଛେରା ପହଁରା କରି ଆସୁଛନ୍ତି ଗଜପତି ମହାରାଜା। ସୂଚନାଯୋଗ୍ୟ ଯେ କେବଳ ୧୯୭୬ରେ ଛେରାପହଁରା କରିପାରିନଥିଲେ ଗଜପତି ।