ଭୁବନେଶ୍ୱର, ୧୭/୭: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୧୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୨୫୮ ଓ ସ୍ଥାନୀୟ ଅଞ୍ଚଳରୁ ୯୨୪ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨,୧୧୧ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯ଲକ୍ଷ ୨୫ ହଜାର ୫୨୬ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨୧,୫୪୦ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 16th July
New Positive Cases: 2182
In Quarantine: 1258
Local Contacts: 924(Details of local contacts will be shared by concerned Dist Administration)
District Wise Cases:
1. Angul: 89
2. Balasore: 161
3. Bargarh: 15
4. Bhadrak: 76
5. Balangir: 4— I & PR Department, Odisha (@IPR_Odisha) July 17, 2021
22. Mayurbhanj: 92
23. Nawarangpur: 16
24. Nayagarh: 75
25. Nuapada: 2
26. Puri: 94
27. Rayagada: 22
28. Sambalpur: 24
29. Sonepur: 13
30. Sundargarh: 54
31. State Pool: 93New Recoveries: 2317
Cumulative Tested: 14988531
Positive: 952111
Recovered: 925526
Active Cases: 21540— I & PR Department, Odisha (@IPR_Odisha) July 17, 2021