ଜେଲରୁ ମୋବାଇଲ ଫୋନ ହଟାଇବା ପାଇଁ ଲଗାଯିବ ମେଟାଲ ଡିଟେକ୍ଟର

ଭୁବନେଶ୍ୱର, ୧୬/୭: ଜେଲରୁ ମୋବାଇଲ ଫୋନ ହଟାଇବା ପାଇଁ ମେଟାଲ ଡିଟେକ୍ଟର ଲଗାଯିବ। ଜେଲ୍ ସଂସ୍କାର ନେଇ ଆସିଥିବା କିଛି ପ୍ରସ୍ତାବକୁ ସରକାର ମଞ୍ଜୁରୀ ଦେଇଛନ୍ତି। ୨୨ ଜେଲରେ ଅଏଲ ପ୍ରୋସେସିଂ ୟୁନିଟ ସ୍ଥାପନ ପାଇଁ ମଧ୍ୟ ମଞ୍ଜୁରୀ ମିିଳିଛି । ଚୌଦ୍ବାର ଓ ଝାରପଡ଼ା ଜେଲ ପାଇଁ ୨୦ଟି ବଡି କ୍ୟାମେରା ଆସିବ ।ଦୁର୍ଦ୍ଦାନ୍ତ ଅପରାଧିଙ୍କ ଗତିବିଧି ଉପରେ ନଜର ରଖିବାକୁ ବଡି କ୍ୟାମେରା ଲାଗିବ ।