ଭୁବନେଶ୍ୱର, ୧୬/୭: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୦୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୧୯୫ ଓ ସ୍ଥାନୀୟ ଅଞ୍ଚଳରୁ ୮୭୫ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୪୯,୯୨୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯ଲକ୍ଷ ୨୩ ହଜାର ୨୦୯ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨୧,୭୪୨ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 15th July
New Positive Cases: 2070
In Quarantine: 1195
Local Contacts: 875(Details of local contacts will be shared by concerned Dist Administration)
District Wise Cases:
1. Angul: 57
2. Balasore: 176
3. Bargarh: 15
4. Bhadrak: 66
5. Balangir: 7— I & PR Department, Odisha (@IPR_Odisha) July 16, 2021
22. Mayurbhanj: 81
23. Nawarangpur: 11
24. Nayagarh: 59
25. Nuapada: 7
26. Puri: 110
27. Rayagada: 18
28. Sambalpur: 16
29. Sonepur: 8
30. Sundargarh: 66
31. State Pool: 85New recoveries: 2563
Cumulative tested: 14915504
Positive: 949929
Recovered: 923209
Active cases: 21742— I & PR Department, Odisha (@IPR_Odisha) July 16, 2021