ବରିଷ୍ଠ‌ ଆଇପିଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୯/୭: ବରିଷ୍ଠ‌ ଆଇପିଏସ୍‌ ସ୍ତରରେ ଅଦଳବଦଳ ହୋଇଛି। ଅଖିଳେଶ୍ବର ସିଂହ ହୋଇଛନ୍ତି ଜଗତସିଂହପୁର ଏସ୍‌ପି । ସେହିପରି ପ୍ରତ୍ୟୁଷ ଦିବାକର  ନୂଆପଡ଼ା ଏସ୍‌ପି  ହୋଇଥିବା ବେଳେପି.ଏସ୍‌.ପୁରୁଷୋତ୍ତମ ଦାସ  ନବରଙ୍ଗପୁର ଏସ୍‌ପି ହୋଇଛନ୍ତି। ରାହୁଲ ଜୈନ ବରଗଡ଼ ଏସ୍‌ପି , ପୋଲିସ ହେଡକ୍ବାର୍ଟର IGP  ଦେବଦତ୍ତ ସିଂହ , ପି.ଏସ୍‌. ମୀନା ମାଲକାନଗିରି SP , କେ.ଆର ବ୍ୟାନଦେଓ ମୟୂରଭଞ୍ଜ SP , ଜଗତସିଂହପୁର SP ପ୍ରକାଶ ଆରଙ୍କୁ ଭିଜିଲାନ୍ସରେ ନିଯୁକ୍ତି ଦିଆଯାଇଛି।