ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ, ୯/୭: ଆସନ୍ତା ୧୨ ରେ ମହାପ୍ରଭୁଙ୍କ ର ରଥଯାତ୍ରା। ଏହାରିମଧ୍ୟରେ ଆଜି ଶ୍ରୀମନ୍ଦିରରୁ ଅଣସର ତାଟି ଫିଟିଆଯାଇଛି।  ମହାପ୍ରଭୁ ସୁସ୍ଥ ହେବା ପରେ  ବନକ ଲାଗି ନୀତି ହୋଇଛି।ଏହାପରେ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଚଳିତ ଥର ତିନି ଦିନ ପାଇଁ ପଡୁଛି ନବଯୌବନ ବେଶ । ହେଲେ କିନ୍ତୁ ଏହି ବେଶ ଦେଖିବାରୁ ବଞ୍ଚିତ ହୋଇଛନ୍ତି ଭକ୍ତ । କୋଭିଡ କଟକଣା ପାଇଁ ଭକ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ନାହିଁ ।