ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଗର୍ଭବତୀମାନଙ୍କୁ ଟିକାକରଣ

ଭୁବନେଶ୍ୱର, ୯/୭:ରାଜ୍ୟରେ ଖୁବଶୀଘ୍ର ଗର୍ଭବତୀମାନଙ୍କୁ ଟିକାକରଣ ଆରମ୍ଭ ହେବ ।  ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆଯାଉଛି ସେହି ଟିକା ଦିଆଯିବ । ଆଜି ଏ ନେଇ ଗାଇଡ଼ଲାଇନ ଜାରି କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ଅନ୍ୟପକ୍ଷରେ
୧୫ ତାରିଖ ପୂର୍ବରୁ ସ୍ବାସ୍ଥ୍ୟକର୍ମୀଙ୍କ ତାଲିମ ଶେଷ କରାଯିବ ବୋଲି ସେ କହିଛନ୍ତି।