ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକ୍‌ଚର ଲୋକାର୍ପିତ

ଭୁବନେଶ୍ୱର, ୮/୭: ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକ୍‌ଚର ଲୋକାର୍ପିତ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ । NIC ଦ୍ଵାରା ବିକଶିତ ଏକ ସ୍ଵତନ୍ତ୍ର ପୋର୍ଟାଲ vtputkal.odisha. https://t.co/crguMhzi0o ରେ ଆଜିଠାରୁ  ଇ-ଲେକ୍‌ଚର ଦିଆଯିବ। ଇ-ଲେକ୍‌ଚର ପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟର DDCEରେ ଷ୍ଟୁଡିଓ କରାଯାଇଛି । ଆଜିଠାରୁ ଛାତ୍ରଛାତ୍ରୀ ନିଃଶୁଳ୍କ ଭାବେ ଏହି ଇ-ଲେକ୍‌ଚର ପାଇପାରିବେ ।