୨୦୨୨-୨୩ରୁ ପୁରୀରୁ ଉଡ଼ିବ ବିମାନ

ଭୁବନେଶ୍ୱର, ୪/୭: ଆସନ୍ତା ୨୦୨୨-୨୩ରୁ ପୁରୀରୁ ବିମାନ ଉଡିବ ବୋଲି ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି ଯେ ସବୁ ଠିକ୍‌ଠାକ୍‌ ଚାଲିଲେ ପୁରୀରୁ ବିମାନ ଉଡ଼ିବା ସମ୍ଭାବନା ରହିଛିି। ଅନ୍ୟପଟେ ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ।