ଭୁବନେଶ୍ୱର, ୧/୭: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୩୦୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୭୭୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୨ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୧୨,୮୮୭ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୮ଲକ୍ଷ ୭୭ ହଜାର ୫୪୦ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୩୧,୨୩୧ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 30th June
New Positive Cases: 3087
In quarantine: 1775
Local contacts: 1312(Details of local contacts will be shared by concerned Dist Administration)
District Wise Cases:
1. Angul: 78
2. Balasore: 246
3. Bargarh: 36
4. Bhadrak: 145
5. Balangir: 21— I & PR Department, Odisha (@IPR_Odisha) July 1, 2021
22. Mayurbhanj: 154
23. Nawarangpur: 35
24. Nayagarh: 110
25. Nuapada: 6
26. Puri: 189
27. Rayagada: 21
28. Sambalpur: 31
29. Sonepur: 24
30. Sundargarh: 59
31. State Pool: 97New recovery: 3233
Cumulative tested: 13833870
Positive: 912887
Recovered: 877540
Active cases: 31231— I & PR Department, Odisha (@IPR_Odisha) July 1, 2021