କାଠ ଫାଳିଆରେ ପିଟିପିଟି ସ୍ତ୍ରୀକୁ ମାରିଦେଲା ସ୍ବାମୀ

ଭୁବନେଶ୍ୱର, ୨୯/୬: ନବରଙ୍ଗପୁର କୋଷାଗୁମୁଡ଼ାର ଉମର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସେଠାରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । କାଠ ଫାଳିଆରେ ପିଟିପିଟି ସ୍ତ୍ରୀକୁ ମାରିଦେଇଛି ସ୍ବାମୀ । ଅଭିଯୁକ୍ତ ଜଣକ ମଦ୍ୟପାନ କରି ଏଭଳି କାଣ୍ଡ ଘଟାଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ବନମାଳୀ ଭତ୍ରାର କାଠ ଫାଳିଆ ମାଡ଼ରେ ସ୍ତ୍ରୀ ବୁଦମାନି ଭତ୍ରାଙ୍କ ମୃତ୍ୟୁ ଘଟିଛି । ଏହାପରେ ହତ୍ୟା ଅଭିଯୁକ୍ତ ବନମାଳୀ କୋଷାଗୁମୁଡ଼ା ପୋଲିସ ଦ୍ବାରା ଗିରଫ ହୋଇଥିବା ସୂଚନା ରହିିିଛି।