୩୦ ଜିଲ୍ଲାରେ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର, ୨୬/୬: ଆଜି ୩୦ ଜିଲ୍ଲାରେ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ନୂଆ ପର୍ଯ୍ୟବେକ୍ଷକ ନାମ ଘୋଷଣା କରିଛନ୍ତି BJD ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅନୁଗୁଳ- ପ୍ରଶାନ୍ତ ମୁଦୁଲି, ବାଲେଶ୍ବର- ପ୍ରତାପ କେଶରୀ ଦେବ ,ବରଗଡ଼-ସୁଧୀର ସାମଲ, ବଲାଙ୍ଗିର ଓ ଦେବଗଡ଼ -ସୁଶାନ୍ତ ସିଂହ , ଭଦ୍ରକ- ପ୍ରଣବ ବଳବନ୍ତରାୟ, ଢେଙ୍କାନାଳ- ବିଜୟ ନାୟକ, ବୌଦ୍ଧ- ସୌଭାଗ୍ୟ ନାୟକ, କଟକ- ଉଷା ଦେବୀ, ଗଜପତି ଓ ରାୟଗଡ଼ା- ଅତନୁ ସବ୍ୟସାଚୀ ନାୟକ, ଗଞ୍ଜାମ-ପ୍ରଫୁଲ ମଲ୍ଲିକ,ଖୋର୍ଦ୍ଧା-ପ୍ରମୀଳା ମଲ୍ଲିକ, ଜଗତସିଂହପୁର- ସମୀର ରଞ୍ଜନ ଦାଶ, ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡ଼ା-ସୁବାସ ସିଂହ, କଳାହାଣ୍ଡି- ନବ କିଶୋର ଦାସ
କନ୍ଧମାଳ- ପ୍ରତାପ ଜେନା, କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ
କେନ୍ଦୁଝର ଓ ମୟୂରଭଞ୍ଜ-ପ୍ରଣବ ପ୍ରକାଶ ଦାସ, କୋରାପୁଟ ଓ ମାଲକାନଗିରି- ଚନ୍ଦ୍ରସାରଥୀ ବେହେରା, ନବରଙ୍ଗପୁର-ତୁଷାରକାନ୍ତି ବେହେରା ନୟାଗଡ଼- ପଦ୍ମନାଭ ବେହେରା, ନୂଆପଡ଼ା- ବିଦ୍ୟଶଙ୍କର ମିଶ୍ର, ପୁରୀ- ରଣେନ୍ଦ୍ର ପ୍ରତାପ ସ୍ବାଇଁ , ସମ୍ବଲପୁର- ନଳିନୀକାନ୍ତ ପ୍ରଧାନ, ସୁବର୍ଣ୍ଣପୁର-ପ୍ରଦୀପ ଅମାତ
ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ନିଯୁକ୍ତି ଦିଆଯାଇଛି।