ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨୪/୬: ଆଇପିଏସ ସ୍ତରରେ ଅଦଳବଦଳ ହୋଇଛି। IPS ଯଶୱନ୍ତ ଜେଠୱା ହୋଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ । ସେହିପରି IPS ଲଳିତ ଦାସ ହେଲେ ଗୁଇନ୍ଦା ନିର୍ଦ୍ଦେଶକ , IPS ଅରୁଣ ବୋଥ୍ରା ପରିବହନ କମିସନର , IPS ଅସିତ କୁମାର ପାଣିଗ୍ରାହୀ ଭିଜିଲାନ୍ସ IG ହୋଇଛନ୍ତି।ଆର.କେ. ଶର୍ମା  ଆଇନଶୃଙ୍ଖଳା ବିଭାଗ ADG, IPS ସଞ୍ଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ADG , IPS ସୁଧାଂଶୁ ଷଡ଼ଙ୍ଗୀ  ଗୃହ ବିଭାଗର OSD ହୋଇଛନ୍ତି।