ସ୍ନାନବେଦୀରେ ଶ୍ରୀଜିଉ

ପୁରୀ, ୨୪/୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ନୀତି ହେଉଛି। କୋଭିଡ କଟକଣା ଭିତରେ ବିନଭକ୍ତରେ ଏହି ନୀତି ସମ୍ପର୍ଣ୍ଣ କରାଯିବ। ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ବିଜେ କରିଛନ୍ତି ଶ୍ରୀଜିଉ ।