ବୀରେନ୍ଦ୍ର ଲାକ୍ରା ଓ ଦୀପଗ୍ରେସ ଏକ୍କାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୨୨/୬: ବୀରେନ୍ଦ୍ର ଲାକ୍ରା ଓ ଦୀପଗ୍ରେସ ଏକ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହିଳା ହକି ଟିମ୍‌ର ଉପ-ଅଧିନାୟିକା ଭାବେ ଦୀପଗ୍ରେସ ମନୋନୀତ ହୋଇଥିବା ବେଳେ ଭାରତୀୟ ପୁରୁଷ ହକି ଟିମ୍‌ର ଉପ-ଅଧିନାୟକ ହୋଇଛନ୍ତି ବୀରେନ୍ଦ୍ର ଲାକ୍ରା । ଟୋକିଓ ଅଲିମ୍ପିକ ପାଇଁ ଭାରତୀୟ ଦଳର ଉପଅଧିନାୟକ ଭାବେ ମନୋନୀତ ହୋଇଛନ୍ତି।