ବୀରେନ୍ଦ୍ର ଲାକ୍ରା ପୁରୁଷ ହକି ଦଳର ଉପଅଧିନାୟକ ଭାବେ ମନୋନୀତ

ଭୁବନେଶ୍ୱର, ୨୨/୬:ଟୋକିଓ ଅଲିମ୍ପିକ୍ସ ରେ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ପୁରୁଷ ହକି ଦଳର ଉପଅଧିନାୟକ ଭାବେ ମନୋନୀତ ହୋଇଛନ୍ତି। ସେହିପରି ଟୋକିଓ ଅଲିମ୍ପିକ୍ସ ପାଇଁ ମନପ୍ରିତ ସିଂ ପୁରୁଷ ହକି ଦଳର ଅଧିନାୟକ ରହିବେ । ବୀରେନ୍ଦ୍ର ଲାକ୍ରାଙ୍କ ସହ ହରମନପ୍ରିତ ସିଂ ମଧ୍ୟ ପୁରୁଷ ହକି ଦଳର ଉପଅଧିନାୟକ ଭାବେ ମନୋନୀତ ହୋଇଥିବା ସୂଚନା ରହିଛି।ଗତକାଲି କାଲି ଦୀପଗ୍ରେସ ମହିଳା ହକି ଦଳର ଭାଇସ୍ କ୍ୟାପଟେନ୍ ହୋଇଥିଲେ ।