ଭୁବନେଶ୍ୱର, ୨୦/୬: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୩୫୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୦୩୯ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୮ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୭୭,୫୦୨ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୮ଲକ୍ଷ ୩୫ ହଜାର ୧୩୨ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୩୮,୭୨୭ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 19th June
New Positive Cases 3577
In quarantine: 2039
Local contacts: 1538(Details of local contacts will be shared by concerned Dist Administration)
District Wise Cases:
1. Angul: 127
2. Balasore: 205
3. Bargarh: 51
4. Bhadrak: 186
5. Balangir: 36— I & PR Department, Odisha (@IPR_Odisha) June 20, 2021
22. Mayurbhanj: 187
23. Nawarangpur: 57
24. Nayagarh: 114
25. Nuapada: 19
26. Puri: 237
27. Rayagada: 88
28. Sambalpur: 31
29. Sonepur: 29
30. Sundargarh: 43
31. State Pool: 84New recovery: 5281
Cumulative tested: 13095199
Positive: 877502
Recovered: 835132
Active cases: 38727— I & PR Department, Odisha (@IPR_Odisha) June 20, 2021