ଆଜି ଏୟାରଲିଫ୍ଟ ହେବେ ଭିଜିଲାନ୍ସ ଡିଜି ଦେବାଶିଷ ପାଣିଗ୍ରାହୀ

ଭୁବନେଶ୍ୱର, ୭/୬:ଆଜି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଏୟାରଲିଫ୍ଟ ହେବେ। ଉନ୍ନତ ଚିକିତ୍ସା ପାଇଁ କୋଲକାତାର ଏକ ହସ୍ପିଟାଲକୁ ଦେବାଶିଷଙ୍କୁ ସ୍ଥାନାନ୍ତର କରାଯିବ । ଏନେଇ କଟକ ଅଶ୍ବିନୀ ହସ୍ପିଟାଲରେ ପହଞ୍ଚିଲେ କୋଲକାତା ସୁପରସ୍ପେଶାଲିଟି ହସ୍ପିଟାଲର ୪ ଜଣିଆ ଟିମ୍ ।ଇକ୍‌ମୋ ସପୋର୍ଟରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯିବ ।କରୋନାରେ ଆକ୍ରାନ୍ତ ହୋଇ କଟକରେ ଚିକିତ୍ସାଧୀନ ଅଛନ୍ତି ଦେବାଶିଷ।