RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ କରୋନା

ନୂଆଦିଲ୍ଲୀ, ୨୫/୧୦: RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ କରୋନା ହୋଇଥିବା ସୂଚନା ମିଳିଛି। କିନ୍ତୁ ସେ ସୁସ୍ଥ ଥିବା ନେଇ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଏହାସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସତର୍କ ରହିବାକୁ ସେ କହିଛନ୍ତି । ଅନ୍ୟପଟେ ପୃଥକବାସରେ ରହି ସେ କାମ କରିବେ ବୋଲି  ସୂଚନା ଦେଇଛନ୍ତି।