କୋଭିଡ ନିରୋଧୀ ଔଷଧ 2DGର ବିକ୍ରି ମୂଲ୍ୟ ନିର୍ଦ୍ଧାରିତ

ଭୁବନେଶ୍ୱର, ୨୮/୫: ଦେଶରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାପରେ କୋଭିଡ ନିରୋଧୀ ଔଷଧ 2DGର ବିକ୍ରି ମୂଲ୍ୟ ନିର୍ଦ୍ଧାରିତ ହୋଇଛି । ପ୍ୟାକେଟ ପିଛା ୯୯୦ ଟଙ୍କାରେ ମିଳିବ କୋଭିଡ ଔଷଧ 2DG । DRDOର ଏହି ଔଷଧକୁ ପ୍ରସ୍ତୁତ କରି ବିକ୍ରି କରିବ ଡକ୍ଟର ରେଡ୍ଡି ଲ୍ୟାବ୍‌ । କମ୍ପାନୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରିହାତି ଦରରେ 2DG ଯୋଗାଇବ।