ଭୁବନେଶ୍ୱର,୧୮/୫: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୦,୩୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୫୭୭୯ ଓ ସ୍ଥାନୀୟ ଅଞ୍ଚଳରୁ ୪୫୪୨ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୩୩,୩୦୨କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଲକ୍ଷ ୨୬ ହଜାର ୩୫୩ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧,୦୪,୫୩୯ ଜଣ ଚିକିତ୍ସାଧୀନ ଅଛନ୍ତି।
6. Boudh: 250
7. Cuttack: 731
8. Deogarh: 114
9. Dhenkanal: 77
10. Gajapati: 56
11. Ganjam: 203
12. Jagatsinghpur: 159
13. Jajpur: 330
14. Jharsuguda: 312
15. Kalahandi: 599
16. Kandhamal: 54
17. Kendrapada: 162
18. Keonjhar: 204
19. Khurda: 1566
20. Koraput: 338— I & PR Department, Odisha (@IPR_Odisha) May 18, 2021
New recoveries: 11821
Cumulative tested: 10997876
Positive: 633302
Recovered: 526353
Active cases: 104539— I & PR Department, Odisha (@IPR_Odisha) May 18, 2021