ଭୁବନେଶ୍ୱର,୬/୫: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୦,୫୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୫୯୪୫ ଓ ସ୍ଥାନୀୟ ଅଞ୍ଚଳରୁ ୪୫୭୬ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୦୦,୧୬୨କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଲକ୍ଷ ୧୬ ହଜାର ୪୦୩ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୮୧,୫୮୫ ଜଣ ଚିକିତ୍ସାଧୀନ ଅଛନ୍ତି।
6. Boudh: 250
7. Cuttack: 963
8. Deogarh: 88
9. Dhenkanal: 88
10. Gajapati: 113
11. Ganjam: 196
12. Jagatsinghpur: 217
13. Jajpur: 373
14. Jharsuguda: 314
15. Kalahandi: 571
16. Kandhamal: 72
17. Kendrapada: 121
18. Keonjhar: 194
19. Khurda: 1477
20. Koraput: 182— I & PR Department, Odisha (@IPR_Odisha) May 6, 2021
New recoveries: 6176
Cumulative tested: 10367418
Positive: 500162
Recovered: 416403
Active cases: 81585— I & PR Department, Odisha (@IPR_Odisha) May 6, 2021