ଭିଜିଲାନ୍ସ ଜାଲରେ ତହସିଲଦାର

ଭୁବନେଶ୍ୱର, ୨୯/୪: ଭିଜିଲାନ୍ସ ଜାଲରେ ପଡ଼ିିଛନ୍ତି ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀ। ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି। ଜବତ ଟ୍ରାକ୍ଟର ଛାଡ଼ିଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସୂଚନା ଯୋଗ୍ୟ ଯେ  ତହସିଲଦାରଙ୍କୁ ବାଲିଗୁଡ଼ା ସରକାରୀ ବାସଭବନରୁ ଧରିଛି ଭିଜିଲାନ୍ସ।