ଆରପାରିରେ କନ୍ଧମାଳର ପୂର୍ବତନ ସାଂସଦ ସୁଗ୍ରୀବ ସିଂ

ଭୁବନେଶ୍ୱର, ୨୬/୪: କନ୍ଧମାଳର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ଆଜି ପରଲୋକ ଘଟିଛି। ତାଙ୍କର କରୋନାରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ବରର ଏକ ମେଡିକାଲରେ ୫୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ୧୪ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ ବିଜେଡିର ସୁଗ୍ରୀବ ସିଂ।