କିପରି କଟିବ ଆଜି ଆପଣଙ୍କ ଦିନ: ୨୧/୦୪/୨୦୨୧

ମେଷ: ଆଜିର ଦିନ ଆପଣଙ୍କୁ ସତର୍କ ରହିବାକୁ ପଡିବ। ବିରୋଧୀମାନେ କ୍ଷତି ପହଞ୍ଚାଇ ପାରନ୍ତି। ଘରୋଇ ବିବାଦର ସମ୍ଭାବନା ଅଛି। ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ। କାହାକୁ ଅପମାନ ହେଲା ଭଳି କଥା କୁହନ୍ତୁ ନାହିଁ।

ବୃଷ: ଆଜିର ଦିନ ସମସ୍ୟା ଭରା ରହିବ। ଭ୍ରମଣ କରିପାରନ୍ତି। ସମ୍ପର୍କୀୟଙ୍କଠାରୁ ଦୁଃଖଦ ଖବର ମିଳିପାରେ। ଋଣ ରାଶି ଫେରସ୍ତ ମିଳିପାରେ। କୌଣସି ବିବାଦର ଅଂଶ ହୁଅନ୍ତୁ ନାହିଁ।ଖାଇବା ପିଇବା ପ୍ରତି ଯତ୍ନ ନିଅନ୍ତୁ। ଶାରୀରିକ ଯନ୍ତ୍ରଣା ଦେଖାଦେଇପାରେ।

ମିଥୁନ: ଆପଣଙ୍କର ଦିନ ଭଲରେ ବ୍ୟତୀତ ହେବ। ଆପଣ ନିଜ କାମରେ ସଫଳତା ପାଇବେ। ଆପଣ ବ୍ୟବସାୟ ପାଇଁ କୌଣସି ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ନିତ୍ୟକର୍ମରେ ପରିବର୍ତ୍ତନ ହୋଇପାରେ। ବ୍ୟବସାୟରେ ଲାଭ ହେବ। ରାଜନୈତିକ ପରିସ୍ଥିତି ଦୃଢ଼ ହେବ।

କର୍କଟ: ଆଜିର ଦିନ ସାଧାରଣ ରହିବ। ଅଜଣା ଭୟ ପ୍ରଭାବିତ ହେବ। ଆଘାତ ହେବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବ। ଧାର୍ମିକ କାର୍ଯ୍ୟରେ ଆଗ୍ରହୀ ହେବେ। ବ୍ୟବସାୟରେ ଲାଭ ହେବ। ମହିଳାମାନଙ୍କ ସାହାଯ୍ୟରେ ଆପଣଙ୍କର କାମ ସମାପ୍ତ ହେବ। ସାଙ୍ଗମାନଙ୍କ ସାଥ ରହିବ।

ସିଂହ: ଆଜିର ଦିନ ଭଲ ରହିବ।ନୂତନ ଲୋକଙ୍କ ସହିତ ସାକ୍ଷାତ କରିବେ। ପୁରୁଣା ରୋଗ ପୁଣି ସମସ୍ୟା ଦେବ। ଖାଇବା ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। କିଛି ଗୁପ୍ତ କଥା କୁହନ୍ତୁ ନାହିଁ।

କନ୍ୟା: ଆଜିର ଦିନ ଭଲ ରହିବ। ବ୍ୟବସାୟ ସଂପର୍କରେ ଯାତ୍ରା କରିବା ଲାଭଦାୟକ ହେବ। ପରିବାର ସହଯୋଗ ପାଇବେ।ଅଫିସ କାର୍ଯ୍ୟ ସମାପ୍ତ କରିବେ। ଆଜି ଖୁସି ରହିବେ।ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ।

ତୁଳା: ଆଜି ଆପଣଙ୍କୁ ସଫଳତା ମିଳିବ। ଅଫିସରେ ଆପଣଙ୍କର ସମସ୍ୟା କାହାର ସାହାଯ୍ୟରେ ଦୂର ହେବ। ସତସଙ୍ଗରେ ମନ ଲାଗିବ। ସାଙ୍ଗମାନଙ୍କ ସାଥ ରହିବ। ଭାଗ୍ୟର ସହଯୋଗ ମିଳିବ। ଆୟ ବୃଦ୍ଧି ପାଇବ।

ବିଛା: ଆଜି ଆପଣଙ୍କୁ ବ୍ୟବସାୟରେ ଲାଭବାନ ହେବ।  ଶାରୀରିକ ମାଧ୍ୟମ ବୃଦ୍ଧି ପାଇବ। ପରିବାର ସହିତ ଖୁସିର ମୁହୂର୍ତ୍ତ ବିତାଇବେ। ଭ୍ରମଣ କରିପାରନ୍ତି। ସନ୍ତାନ ପକ୍ଷରୁ ଶୁଭ ଖବର ମିଳିବ। ବ୍ୟବସାୟରେ ଲାଭ ହେବ।

ଧନୁ: ଆଜି ଦିନସାରା ବ୍ୟସ୍ତ ରହିବେ। ସାମାଜିକ ଦାୟିତ୍ୱ ଅଧିକ ହେବ।କଥା ପ୍ରତି ନିୟନ୍ତ୍ରଣ କରନ୍ତୁ। କାହା ସହିତ ବିବାଦ ହେବାର ସମ୍ଭାବନା ଅଛି। ଛାତ୍ରମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆଜିର ଦିନ ସାଧାରଣ ରହିବ।

ମକର: ଆଜିର ଦିନ ବହୁତ ସୁନ୍ଦର ରହିବ। ସମାଜ ସହ ଜଡିତ କାର୍ଯ୍ୟ ପାଇଁ ଆପଣ ଦାୟିତ୍ୱ ପାଇବେ। ମାନ ସମ୍ମାନ ବୃଦ୍ଧି ପାଇବ। ଦାନ ଧର୍ମ କାମ କରିପାରନ୍ତି। ଛାତ୍ରମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବ୍ୟବସାୟରେ ହଠାତ ଲାଭ ହେବ। ଅଫିସରେ ସାବଧାନ ରୁହନ୍ତୁ।

କୁମ୍ଭ: ଆଜି ଆପଣଙ୍କୁ ପୁରୁଣା ରୋଗରୁ ମୁକ୍ତି ମିଳିବ। ସାଙ୍ଗମାନଙ୍କ ସହିତ ସାକ୍ଷତ କରିବେ। ଭଲ ଖବର ମିଳିବ। ଅନାବଶ୍ୟକ କାର୍ଯ୍ୟରେ ସମୟ ନଷ୍ଟ କରନ୍ତୁ ନାହିଁ ଆତ୍ମବିଶ୍ୱାସରେ ପୂର୍ଣ୍ଣ ରହିବେ। ବ୍ୟବସାୟ ଯାତ୍ରାକୁ ଯାଇପାରନ୍ତି। କୌଣସି କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ।

ମୀନ: ଆଜି ଆପଣଙ୍କର ପ୍ରଭାବ ଅଫିସରେ ବୃଦ୍ଧି ପାଇବ। କୌଣସି କାର୍ଯ୍ୟରେ ଅଧର୍ଯ୍ୟ ହୁଅନ୍ତୁ ନାହିଁ। ପରିବାରର ଏକତ୍ରତା ରହିବ। ଆପଣଙ୍କର ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ। ନୂତନ ସୂଚନା ମିଳିବ। କାରବାର ବେଳେ ସତର୍କ ରୁହନ୍ତୁ।