ଗ୍ୟାଙ୍ଗଷ୍ଟର ହାଇଦର ଗିରଫ

ଭୁବନେଶ୍ୱର, ୧୫/୪: କଟକ ଏସ୍‌ସିବି ମେଡିକାଲରୁ ଫେରାର ଥିବା ଗ୍ୟାଙ୍ଗଷ୍ଟର ହାଇଦର ଆଜି ସଂଧ୍ୟା ବେଳେ ତେଲଙ୍ଗାନାରୁ ଗିରଫ ହୋଇଛି। ତେଲଙ୍ଗାନା ପୋଲିସ ସହଯୋଗରେ ତେଲଙ୍ଗାନାର ସଙ୍ଗାରେଡି ଜିଲ୍ଲାରୁ ଧରିଲା କମିସନରେଟ ପୋଲିସ। ତାକୁ ଧରିବା ପାଇଁ ତେଲଙ୍ଗାନା ଯାଇଥିଲା କଟକ ପୋଲିସର ୨ଟି ଟିମ୍‌ । ହାଇଦର ଗିରଫ ନେଇ ପୋଲିସ କମିସନର ସୂଚନା ଦେଇଛନ୍ତି।