କିପରି କଟିବ ଆଜି ଆପଣଙ୍କ ଦିନ: ୧୪/୦୪/୨୦୨୧

ମେଷ: ଆଜି କୌଣସି ଦାୟିତ୍ୱ ତୁଲାଇବାରେ ଅଳସୁଆ ହୁଅନ୍ତୁ ନାହିଁ। ସମ୍ପର୍କୀୟମାନେ ଆସିପାରନ୍ତି। ଋଣ ରାଶି ଫେରସ୍ତ ହେବ। ଖର୍ଚ୍ଚ ଅଧିକ ହେବ। ଅଫିସରେ ଭଲ ସୂଚନା ଉପଲବ୍ଧ ହେବ। ଦୀର୍ଘ ଯାତ୍ରାକୁ ଯାଇପାରନ୍ତି।

ବୃଷ: ଆଜି ଆପଣ ବହୁତ ଖୁସି ରହିବେ। ଦିନଚର୍ଯ୍ୟରେ ପରିବର୍ତ୍ତନ ଆସିବ। ଆପଣ ନୂତନ କାର୍ଯ୍ୟରୁ ଉପକୃତ ହେବେ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ। ବ୍ୟବସାୟ ଆଗକୁ ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ। ବିପଦ ସମ୍ବନ୍ଧୀୟ କାର୍ଯ୍ୟ କରିବା ସମୟରେ ସତର୍କ ରୁହନ୍ତୁ।

ମିଥୁନ: ଆଜି ଋଣ ରାଶି ଫେରସ୍ତ ହେବ। ଆଜି ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଖର୍ଚ୍ଚ ଅଧିକ ହେବ। ବଜେଟ ପ୍ରଭାବିତ ହେବ। ବାହାରର ଖାଇବା ପିଇବା ଠାରୁ ଦୂରେଇ ରୁହନ୍ତୁ।

କର୍କଟ: ଆଜିର ଦିନ ସମସ୍ୟାରେ ପରିପୂର୍ଣ୍ଣ ରହିବ।ଅନାବଶ୍ୟକ ବିବାଦର ଅଂଶ ହୁଅନ୍ତୁ ନାହିଁ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଚାପ ବଢ଼ିପାରେ। ଗାଡି ଚଲାଇବା ସମୟରେ ସତର୍କ ରୁହନ୍ତୁ। ଜରୁରୀ କାର୍ଯ୍ୟଗୁଡିକ ସ୍ଥଗିତ ରଖନ୍ତୁ ନାହିଁ।

ସିଂହ: ଆଜି ଆପଣଙ୍କ ଦିନ ଭଲ ରହିବ। ଅଫିସରେ ଆପଣ ପ୍ରଶଂସିତ ହେବେ। ଆପଣଙ୍କର ବି-ରୋ-ଧୀମାନେ ଶାନ୍ତ ରହିବେ। ସମ୍ପର୍କୀୟଙ୍କଠାରୁ ଭଲ ସୂଚନା ମିଳିବ।ସାଙ୍ଗମାନଙ୍କ ପାଖକୁ ଯିବାକୁ ପଡିପାରେ।

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ଧାର୍ମିକ କାର୍ଯ୍ୟକ୍ରମ ହେବ। ଆପଣଙ୍କର ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ। ଦିନଟି ସକାରାତ୍ମକ ରହିବ। ଚାପ ନେବା ଠାରୁ ଦୂରେଇ ରୁହନ୍ତୁ। ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ।

ତୁଳା: ଆଜି କୌଣସି ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଭାଗ୍ୟ ଆପଣଙ୍କୁ ସହଯୋଗ କରିବ। ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି। ପୁରୁଣା ସାଙ୍ଗମାନଙ୍କୁ ସାକ୍ଷାତ କରିବେ।ଆୟ ବୃଦ୍ଧି ପାଇବ। ଋଣ ରାଶି ଫେରସ୍ତ ହେବ।

ବିଛା: ଆଜି ଅପ୍ରୀତିକର ସୂଚନା ମିଳିପାରେ। କାହାର କଥାରେ ଆସି ଆପଣାର ଲୋକମାନଙ୍କୁ ସନ୍ଦେହ କରନ୍ତୁ ନାହିଁ। ବ୍ୟବସାୟୀମାନେ ଆଜି ବହୁତ ବ୍ୟସ୍ତ ରହିବେ।ସ୍ୱାସ୍ଥ୍ୟରେ ଉନ୍ନତି ଓ ଅବନତି ଘଟିବ।

ଧନୁ: ଆଜି ଆପଣ ବହୁତ ସକାରାତ୍ମକ ରହିବେ। ସମ୍ପର୍କୀୟଙ୍କୁ ଭେଟିବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଭଲ ଖବର ମିଳିବ। ଖୁସି ରହିବେ।

ମକର: ଆଜିର ଦିନ ଭଲ ରହିବ। ଯୁବକମାନେ କ୍ୟାରିୟର ସମ୍ବନ୍ଧୀୟ ସୂଚନା ପାଇବେ। ବୈବାହିକ ଜୀବନ ସୁଖଦ ହେବ। ସାମାଜିକ ଭାବରେ ପ୍ରଶଂସିତ ହେବେ। ରିସ୍କ ନିଅନ୍ତୁ ନାହିଁ। ଯାତ୍ରା ସ୍ଥଗିତ ରଖନ୍ତୁ। ବ୍ୟବସାୟୀମାନେ ଖୁସି ହେବେ।

କୁମ୍ଭ: ଭାଗ୍ୟ ଆଜି ଆପଣଙ୍କୁ ସମର୍ଥନ କରିବ।କୌଣସି ବନ୍ଧୁଙ୍କୁ ଭେଟିବେ। ମନ ଖୁସି ରହିବ। ଭ୍ରମଣରେ ଯାଇପାରନ୍ତି।ଟଙ୍କା ଉପକୃତ ହେବ। ଜମି କିମ୍ବା ସୁନାରେ ବିନିଯୋଗ କରିବାକୁ ଯୋଜନା କରିପାରନ୍ତି।

ମୀନ: ଆଜିର ଦିନ କିଛି ସମସ୍ୟାର ହୋଇପାରେ। ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ଭେଟିବେ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଋଣ ଦେବାବେଳେ ସତର୍କ ରୁହନ୍ତୁ।