ଇସ୍ତଫା ଦେଲେ ସ୍ମୃତିରେଖା ପହି

ଭୁବନେଶ୍ୱର, ୬/୪: କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି ସ୍ମୃତିରେଖା ପହି। ସେ ତାଙ୍କ ଇସ୍ତଫା ନେଇ ନିଜେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଦଳର ଉଚ୍ଚାରଣ ଓ ଆଚରଣରେ ସେ ବହୁତୁ କଷ୍ଟ ପାଇଛନ୍ତି ତେଣୁ ସେ ଇସ୍ତଫା ଦେଇଛନ୍ତି।