ଆସ୍କା ସେତୁର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩/୪: ଆଜି ଗଞ୍ଜାମ ସ୍ଥିତ କଇଁଫୁଲିଆରେ ଆସ୍କା ସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ୩ କୋଟି ଟଙ୍କାର ସେତୁକୁ ଉଦ୍‌ଘାଟନ ଅବସରରେ ସେ ଘୋଷଣା କରି କହିଛନ୍ତି ଯେ ୨୦୨୧-୨୨ରେ ରାଜ୍ୟରେ  ହଜାରେ କିମି ରାସ୍ତା ଓ ୩୦ଟି ସେତୁ ହେବ। ରାସ୍ତା ଓ ସେତୁ ନିର୍ମାଣରେ ୨୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।