ଦାଦାସାହେବ ଫାଲକେ ପୁରସ୍କାର ମନୋନୀତ ରଜନୀକାନ୍ତଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧/୪: ଆଜି ୫୧ତମ ଦାଦା ସାହେବ ଫାଲ୍‌କେ ପୁରସ୍କାର ଘୋଷଣା କରାଯାଇଛି। ଅଭିନେତା ରଜନୀକାନ୍ତ ପାଇବେ ଏହି ଦାଦାସାହେବ ଫାଲକେ ପୁରସ୍କାର । ତେଣୁ ରଜନୀକାନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଭାରତୀୟ ସିନେମାକୁ ରଜନୀକାନ୍ତଙ୍କ ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।