ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ସହିଦ

ନୂଆଦିଲ୍ଲୀ, ୨୫/୩: ଜାମ୍ମୁ ଓ କାଶ୍ମୀର ସ୍ଥିତ ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଯାହା ଫଳରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ଏହାସହ ଅନ୍ୟ ୩ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ  ସିଆରପିଏଫ ଟିମ୍‌ ଉପରକୁ ଆକ୍ରମଣ କରିଥିଲେ ଲସ୍କର-ଏ-ତଇବା ଆତଙ୍କବାଦୀ ବୋଲି ଜଣାପଡିଛି।