ସପ୍ତାହକୁ ଦିନଟିଏ ବନ୍ଦ କରାଯିବ ଶ୍ରୀମନ୍ଦିର

ପୁରୀ, ୨୪/୩: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ସପ୍ତାହକୁ ଦିନଟିଏ ଶ୍ରୀମନ୍ଦିର ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସାନିଟାଇଜ୍ କରିବାକୁ ସପ୍ତାହରେ ଦିନଟିଏ ବନ୍ଦ ରଖାଯିବ ଶ୍ରୀମନ୍ଦିର। ଛତିଶା ନିଯୋଗ ମିଟିଂରେ ଏହିପରି ନିଷ୍ପତ୍ତି ନିଆଯାଇଥିବା  ଜିଲ୍ଲାପାଳ କହିଛନ୍ତି। ଏହି ନିର୍ଦ୍ଦେଶନାମା ଦୋଳ ପୂର୍ଣ୍ଣିମା ପରେ ଜାରି କରାଯିବ।